ଚୁକିବା

ଉଇକିଅଭିଧାନ‌ରୁ

ଚୁକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) କ୍ରି. (ସଂସ୍କୃତ - ଚୁକ୍ ଧାତୁ= ତୃପ୍ତ ହେବା— ତୁଳ. ଇ. ସକ୍=ଶୋଷିବା; ଚୁ ଚୁମିବା)[ସମ୍ପାଦନା]

୧. ସ୍ତନ୍ୟପାନ କରିବା —୧. To suck milk.
୨. ଭ୍ରମରେ ପଡ଼ିବା (ନନ୍ଦେ) — ୨. To commit a mistake.

ଗ୍ରାମ୍ୟ - କ୍ରି. (ଅଶ୍ଳୀଳ)[ସମ୍ପାଦନା]

ଅନ୍ୟ ବ୍ୟକ୍ତିର କାମପ୍ରବୃତ୍ତ ଚରିତାର୍ଥ କରିବା ନିମନ୍ତେ ତାହାର ଉପସ୍ଥକୁ ଚୁ ଚୁମିବା To pacify a male person;s lust by sucking his male organ.