Jump to content

ଚୁକୁଚୁକୁ

ଉଇକିଅଭିଧାନ‌ରୁ

ଚୁକୁଚୁକୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟଲୁକରଣ)

[ସମ୍ପାଦନା]

ଚାକୁଚାକୁ ଶବ୍ଦ; ଦୁଗ୍ଧାଦି ଜିଭଦ୍ୱାରା ପିଇବାର ଶବ୍ଦ; ବାଳକର ମାଆଦୁଧ ଚୂଚୂମି ଖାଇବାର ଶବ୍ଦ — The sound produced by licking milk or of a child sucking milk; the sound of lapping gently.