Jump to content

ଚୁଗୁଲି

ଉଇକିଅଭିଧାନ‌ରୁ

ଚୁଗୁଲି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଚୁଗଲ୍)

[ସମ୍ପାଦନା]

ଖଚ; ପଶ୍ଚାତରେ କୌଣସି ବ୍ୟକ୍ତିର ନିନ୍ଦା — Slander; calumny; backbiting tale-bearing.

ଯେଣୁ ଚଗୁଲି ନାନା ମତେ କଲେ, ଆପେ ଚେମଣା ବାବୁ ବାହାରିଲେ ବ୍ରଜନାଥ. ସମରତରଙ୍ଗ