ଚୁଗୁଲିଖୋର୍

ଉଇକିଅଭିଧାନ‌ରୁ

ଚୁଗୁଲିଖୋର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବ (ଆରବୀ - ଚୁଗଲ+ଫାରାସୀ - ପ୍ରତ୍ୟୟ ଖୋର୍)[ସମ୍ପାଦନା]

୧. ଖଚୁଆ; ଯେ ଖଚ କହେ — ୧. A backbiter; slanderer.
୨. ଯେ ଖଚ କଥା ଶୁଣେ —୨. One who gives ear slander behind another's back.