ଚୁଚୁକାରିବା

ଉଇକିଅଭିଧାନ‌ରୁ

ଚୁଚୁକାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଚୁଚୁକାଳିବା—ଅନ୍ୟରୂପ)

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ; ଚୁଚୁ+କୃ ଧାତୁ)[ସମ୍ପାଦନା]

୧. ଜିଭ ଓ ଦନ୍ତମୂଳଦ୍ୱାରା ଚୁଚୁ ଶବ୍ଦ କରି ବିରାଡ଼ି, ଘୋଡ଼ା, ଶୁଆ ଆଦିଙ୍କୁ ଗେଲ ବା ଆଦର କରିବା —୧. To fondle or coax a cat, horse or parrot by uttering a chirping sound of chu chu.
୨. (ଲକ୍ଷଣାର୍ଥ) ଫୁସୁଲାଇବା; କଅଁଳେଇ ସଅଁଳେଇବା; ବହଲେଇବା —୨. To coax; to cajole.