ଚୁଚୁମାଇବା
(ଚୁଚୁମେଇବା—ଅନ୍ୟରୂପ)
ଅନ୍ୟକୁ (ଯଥା—ଶିଶୁକୁ) କୌଣସି ବସ୍ତୁ (ଯଥା—ସ୍ତନାଗ୍ର) ଚୁଚୁମିବାକୁ ଦେବା — ୨. To suckle (e.g. a child); to cause another to suck.