Jump to content

ଚୁଚୁମିବା

ଉଇକିଅଭିଧାନ‌ରୁ

ଚୁଚୁମିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଚୁଚୁମାଇବା—ଣିଜନ୍ତ)

(ଚୁଚୁମା ଯିବା, ଚୁଚୁମା ହେବା—କର୍ମବାଚ୍ୟ)

ଦେଶଜ - କ୍ରି. (ସଂସ୍କୃତ - ଚୁମ୍ୱ ଧାତୁର ଯଙନ୍ତ ଚୁଚୁମ୍ୱ ଧାତୁ=ଅତିଶୟ ବା ବାରମ୍ୱାର ଚୁମ୍ୱନ କରିବା)

[ସମ୍ପାଦନା]

ଜିଭ ଓ ଓଠଦ୍ୱାରା ବାରମ୍ୱାର ଶୋଷିବା — To suck (e.g. mother's milk).

[ଦ୍ରଷ୍ଟବ୍ୟ —ଚୁମ୍ୱନ କରିବା ବସ୍ତୁ ଓଠର ବାହାରେ ଥାଏ, କିନ୍ତୁ ଚୁଚୁମା ଯିବା ବସ୍ତୁକୁ ପାଟିରେ ପୂରାଇ ଦାନ୍ତ ଓ ଜିଭ ସାହାଯ୍ୟରେ ତହିଁରୁ ରସ ଶୋଷଣ କରାଯାଏ ଚୁଚୁମିବା ଓ ଶୋଷିବା ବା ଚୁଷିବା ମଧ୍ୟରେ ପ୍ରଭେଦ ଏହି କି ଶୋଷିବାବେଳେ କୌଣସି ବସ୍ତୁର ଆଗପାଖ ଅଂଶକୁ ପାଟିରେ ପୂରାଇ ତହିଁରୁ ରସ ଶୋଷଣ କରାଯାଏ, ଯଥା—ଶଶୁ ମାତୃସ୍ତନକୁ ଶୋଷେ; କିନ୍ତୁ ଚୁଚୁମିବା ବେଳେ ଚୁଚୁମା ଯିବା ବସ୍ତୁର ଅଧିକ ଅଂଶ ପାଟିଭିତକୁ ପୁରାଇବାକୁ ହୁଏ ଯଥା—ଆମ୍ୱଟାକୁଆ ଚୁଚୁମିବା]