ଚୁଟି
ଦେଖଣା
ଚୁଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୁଟି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂଡ଼ା)
[ସମ୍ପାଦନା]- ୧. ମସ୍ତକରେ ରଖାଯିବା ଲମ୍ୱ କେଶ ବା ଶିଖା; ଚୂଡ଼ା —୧. Tuft of long hair left on the head; pigtail.
ନଖ କେଶ ରଖି କେଶିର ଚୁଟି ପ୍ରାଚୀ ପରଚେଗୀତା
- ୨. କେଶଗୁଚ୍ଛ —୨. A tuft of hair.
- ୩. ଚଇଁ (ଦେଖ) - Chôĩ (See)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଚୁଟିଆମୂଷା; ସାନମୂଷା; ଡୁଙ୍ଗେଇମୂଷା — A small rat.