Jump to content

ଚୁଟ୍ଚୁଟ୍

ଉଇକିଅଭିଧାନ‌ରୁ

ଚୁଟ୍ଚୁଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଜଳମିଶ୍ରିତ କୌଣସି କ୍ଷୁଦ୍ର ବସ୍ତୁକୁ ନିଆଁରେ ଭାଜିଲେ ତାହା ଯେପରି ଅନୁଚ୍ଚ ଶବ୍ଦ କରେ —୧. Crackling sound of a small thing (containing water) while roasted over fire.
୨. ମୁହୂର୍ତ୍ତକୁ ମୁହୂର୍ତ୍ତ —୨. Every moment.
୩. ଉପର୍ଯ୍ୟୂପରି —୩. In quick saccession; at very short intervals; momentarily; repeatedly.

(ଯଥା—ସେ ଚୁଟ୍ଚୁଟ୍ ଝାଡ଼ାଫେରି ଦଉଡ଼ିଛି)