Jump to content

ଚୁଟ୍ କିନି

ଉଇକିଅଭିଧାନ‌ରୁ

ଚୁଟ୍ କିନି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଚୁଟ୍କିନା—ଅନ୍ୟରୂପ)

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଝଟିତି)

[ସମ୍ପାଦନା]
୧. ଚଞ୍ଚଳ; ଅତିଶୀଘ୍ର — Very soon.
୨. ହଠାତ୍ —୨. Suddenly.

(ଯଥା—ସେ ଚୁଟ୍କିନି ଆସି ପହଞ୍ଚିଗଲା)