ଚୁଣ୍ଟିବା

ଉଇକିଅଭିଧାନ‌ରୁ

ଚୁଣ୍ଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମଲପୁର ଓ ଗଞ୍ଜାମ)କ୍ରିୟାପଦ -[ସମ୍ପାଦନା]

ଖାଇବା; ଖାଦ୍ୟକୁ ଗିଳିପକାଇବା —To eat voraciously.

ପଡ଼ିଥିବା ଅଇଁଠାଭାତ ଥଣ୍ଟେ ଖୁଣ୍ଟି, ପେଟକୁ ତୋଷ କଲେ ତାହା ଦେଇ ଚୁଣ୍ଟି କୃଷ୍ଣସିଂହ. ମହାଭାରତ ବିରାଟ

ପ୍ରାଦେଶିକ - (ଗଡ଼ଜାତ) କ୍ରି.[ସମ୍ପାଦନା]

ଗେଞ୍ଜିଦେବା; ପୂରାଇ ଦେବା — To put in; to thrust in.