ଚୁନ୍ଦି

ଉଇକିଅଭିଧାନ‌ରୁ

ଚୁନ୍ଦି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଲରିଆ) ବିଶେଷ୍ୟ -[ସମ୍ପାଦନା]

କେଶ; ବାଳ — Hair.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଏହି ଅର୍ଥରେ ଚୁନ୍ଦୀ)[ସମ୍ପାଦନା]

ଚୁଟି; ଶିଖା —Chignon; pigtail; a tuft of long hair left on the middle of the head.