Jump to content

ଚୁପ୍

ଉଇକିଅଭିଧାନ‌ରୁ

ଚୁପ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ଅନାଦରାର୍ଥ)—(ସଂସ୍କୃତ - ଚୁପ ଧାତୁ=ମୌନ ହେବା- ହିନ୍ଦୀ - ଶବ୍ଦସାଗର; ହିନ୍ଦୀ - ଚୁପ୍=ନୀରବ; ଗୋପନ; ଗାଳିରେ ବ୍ୟବହୃତ)

[ସମ୍ପାଦନା]

ପାଟି ବନ୍ଦକର୍; ତୂନୀ ହୋ — Shut up your mouth ! hush !

[ ଦ୍ର—ଏହା ନିମ୍ନତର ବ୍ୟକ୍ତିଙ୍କ ପ୍ରତି ବ୍ୟବହୃତ ହୁଏ ଓ ତାଚ୍ଛିଲ୍ୟାର୍ଥେ ବ୍ୟବହୃତ ହୁଏ]

ବିଶେଷ୍ୟ -

[ସମ୍ପାଦନା]

ମୌନ —Silence.

ବିଶେଷଣ -

[ସମ୍ପାଦନା]

ନୀରବ —Silent.