ଚୁପ୍ସଇତାନ୍
ଚୁପ୍ସଇତାନ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଚୁପ୍ସଇତାନ୍
|
(ଚୁପ୍ସଏତାନ୍—ଅନ୍ୟରୂପ)
(ଚୁପସଇତାନି—ବି)
ଦେଶଜ - ବିଣ—(ହିନ୍ଦୀ - ଚୁପ୍+ଫାରାସୀ - ସୈତାନ୍)[ସମ୍ପାଦନା]
- ୧. ଯେ ବାହାରେ ନମ୍ର ଦେଖାଯାଏ କିନ୍ତୁ ଭିତରେ ଭିତରେ ଦୁଷ୍ଟାମି ବା ପାଜିପଣିଆଁ କରେ — ୧. Seemingly or outwordly quiet but really wicked.
- ୨. ଷଡ଼ଯନ୍ତ୍ରକାରୀ; ଯେ ଗୋପନରେ ପରର ଅନିଷ୍ଟ କାମନା ପୂର୍ବକ ଅନ୍ୟମାନଙ୍କୁ ମତାଏ — ୨. Intriguing; scheming.