ଚୁପ୍ କରି

ଉଇକିଅଭିଧାନ‌ରୁ

ଚୁପ୍ କରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ନୀରବରେ —୧. Silently.
୨. ଅନ୍ୟଦ୍ୱାରା ଅତର୍କିତ ଭାବରେ; ଗୁପ୍ତରେ — ୨. Without the knowledgr of another; secretly.