Jump to content

ଚୁପ୍ କରିବା

ଉଇକିଅଭିଧାନ‌ରୁ

ଚୁପ୍ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଅକର୍ମକ) ମୌନାବଲମ୍ୱନ କରିବା; ନୀରବ ହେବା —୧. To keep silent.
୨. କଥା ବନ୍ଦ କରିବା —୨. To stop talking.
୩. ନିଶ୍ଚଳ ହେବା —୩. To keep quiet.


୪. (ସକର୍ମକ) କୌଣସି ବ୍ୟକ୍ତିକୁ କଥା କୁହାଇ ନ ଦେବା — ୪. Not to let a person speak; to silence. a person; to stop the mouth of a person.