ଚୁମ୍ୱାଇବା
(ଚୁମ୍ୱେଇବା—ଅନ୍ୟରୂପ)
ଚୁମ୍ୱିବାର ଣିଜନ୍ତ ରୂପ — The causative form of Chumbibā
ଚୁମ୍ୱାଇ ଚୁମ୍ୱି ମୋ ଅଧର ବଦନେ ପୀଡ଼ ନେତ୍ରକଞ୍ଜ ଖୋସି—କବିସୂର୍ଯ୍ୟ ସଙ୍ଗୀତ