ଚୁର୍ଚର୍
ଦେଖଣା
ଚୁର୍ଚର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚୁର୍ଚର୍
|
ଦେଶଜ - ଅ (ସଂସ୍କୃତ - ଚୂର୍ଣ୍ଣ)
[ସମ୍ପାଦନା]- ୧. ସହଜରେ କୌଣସି ଭଙ୍ଗପ୍ରବଣ ବସ୍ତୁକୁ ଚୂର୍ଣ୍ଣ କରିବା —୧. Reducing of a fragile thing into power; pulverisation.
ବିଶେଷଣ -
[ସମ୍ପାଦନା]- ୧. ଚୂନାଚୃନା; ଗୁଣ୍ଡାଗୁଣ୍ଡା — ୧. Reduced into power; pulverised.
(ଯଥା—ସେ ଇଟାକାନ୍ଥ ଲୁଣି ମାରି ଚୁର୍ ଚୁର୍ ହୋଇ ଝଡ଼ି ପଡ଼ିଛି)
- ୨. ଟିକିଟିକି —୨. Shredded.
ଅନୁବାଦ
[ସମ୍ପାଦନା]ଚୁର୍ଚର୍
|
=== ବି—(ଧ୍ୱନ୍ୟନୁକରଣ)
- ୧. କୋମଳତର ଘୁର୍ ଘୁର୍ ଶବ୍ଦ; ଅଳ୍ପ— ଅଳ୍ପ ପରିମାଣରେ ପରିସ୍ରା କରିବାର ଶବ୍ଦ —୧. Soft pissing sound made by urine when being discharged in small quantites.
[ଦ୍ରଷ୍ଟବ୍ୟ —ଘର୍ଘର୍ ଠାରୁ ଘୁର୍ଘୁର୍ ଶବ୍ଦ ଅନୁଚ୍ଚ]
- ୨. ଘୁଡ୍ ଘୁଡ୍ (ଦେଖ) - — ୨. Ghuṟḍ̠ ghuṟḍ̠ (See)
- ୩. କୌଣସି ମସକା ଛୋଟ ପଦାର୍ଥ ଭାଙ୍ଗିଯିବାର ଶବ୍ଦ; ମୁଡ୍ ମୁଡ୍ —୩. The sound of the bearking of a small brittle thing.