ଚୁର୍ଚର୍

ଉଇକିଅଭିଧାନ‌ରୁ

ଚୁର୍ଚର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ଚୂର୍ଣ୍ଣ)[ସମ୍ପାଦନା]

୧. ସହଜରେ କୌଣସି ଭଙ୍ଗପ୍ରବଣ ବସ୍ତୁକୁ ଚୂର୍ଣ୍ଣ କରିବା —୧. Reducing of a fragile thing into power; pulverisation.

ବିଶେଷଣ -[ସମ୍ପାଦନା]

୧. ଚୂନାଚୃନା; ଗୁଣ୍ଡାଗୁଣ୍ଡା — ୧. Reduced into power; pulverised.

(ଯଥା—ସେ ଇଟାକାନ୍ଥ ଲୁଣି ମାରି ଚୁର୍ ଚୁର୍ ହୋଇ ଝଡ଼ି ପଡ଼ିଛି)

୨. ଟିକିଟିକି —୨. Shredded.

ଅନୁବାଦ[ସମ୍ପାଦନା]

=== ବି—(ଧ୍ୱନ୍ୟନୁକରଣ)

୧. କୋମଳତର ଘୁର୍ ଘୁର୍ ଶବ୍ଦ; ଅଳ୍ପ— ଅଳ୍ପ ପରିମାଣରେ ପରିସ୍ରା କରିବାର ଶବ୍ଦ —୧. Soft pissing sound made by urine when being discharged in small quantites.

[ଦ୍ରଷ୍ଟବ୍ୟ —ଘର୍ଘର୍ ଠାରୁ ଘୁର୍ଘୁର୍ ଶବ୍ଦ ଅନୁଚ୍ଚ]

୨. ଘୁଡ୍ ଘୁଡ୍ (ଦେଖ) - — ୨. Ghuṟḍ̠ ghuṟḍ̠ (See)
୩. କୌଣସି ମସକା ଛୋଟ ପଦାର୍ଥ ଭାଙ୍ଗିଯିବାର ଶବ୍ଦ; ମୁଡ୍ ମୁଡ୍ —୩. The sound of the bearking of a small brittle thing.