ଚୁର୍ମା

ଉଇକିଅଭିଧାନ‌ରୁ

ଚୁର୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ତେଲୁଗୁ - ବିଶେଷ୍ୟ - (ଧ୍ୱନ୍ୟନୁକରଣ; ତୁଳ. ହିନ୍ଦୀ - ଚୁର୍ମୁର୍=ମସକା)[ସମ୍ପାଦନା]

ଗଜା; ସହଜରେ ଚୁନା ହୋଇଯିବା ଏକପ୍ରକାର ପିଠା — A kind of easily fragile cake.

[ଦ୍ରଷ୍ଟବ୍ୟ —ଅଟାକୁ ପ୍ରଥମେ ଘିଅରେ ଭାଜି ତତ୍ପରେ ପାଣିରେ ଚକଟି ଗୁଳା କରି ପୁଣି ଘିଅରେ ଭାଜି ଏହାକୁ ତିଆରି କରାଯାଏ ଅଟାରେ ଲୁଣ ମିଶାଇଥିଲେ ଏହା ଲୁଣିଆ ଲାଗେ, କିମ୍ୱା ଲୁଣ ନ ମିଶାଇ ଘିଅରେ ଛାଣିବା ପରେ ଏହାକୁ ଚିନିରସରେ ବତୁରାଇଲେ ଏହା ମିଠା ହୁଏ]