ଚୂଡ଼ାକରଣ
Appearance
ଚୂଡ଼ାକରଣ
ଉଚ୍ଚାରଣ
[ସମ୍ପାଦନା](ଚୂଡ଼ାକର୍ମ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମାଣାଦି ଦ୍ୱିଜାତି ବାଳକର ପ୍ରଥମ କ୍ଷୌର ବା କେଶମୁଣ୍ଡନ ରୂପ ସଂସ୍କାର; ବାଳପକା — The ceremony of first shaving done on a boy of the twice-born castes amongst the Hindus; the ceremony of tonsure practised amongst the ୩ higher caste-boys amongst the Hindus.
[ଦ୍ରଷ୍ଟବ୍ୟ —ଏଥିରେ ବାଳକର ମିଣ୍ଡଯାକ ଲଣ୍ଡା କରାଯାଇ ମଝିରେ ଚୂଡ଼ା ବା ଶିଖା ଛାଡ଼ି ଦିଆ ଯାଉଥିଲା]