ଚୂନା
ଦେଖଣା
ଚୂନା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ)
[ସମ୍ପାଦନା]- ୧. କୌଣସି ପଦାର୍ଥ ଚୂର୍ଣ୍ଣ — ୧. Powder.
(ଯଥା—ଚାଉଳ ଚୂନା, ଗହମ ଚୂନା)
ଅନୁବାଦ
[ସମ୍ପାଦନା]- ୨. ଧାତୁ ବା କାଠ ଆଦିର ଗୁଣ୍ଡ; କରତ ଗୁଣ୍ଡ —୨. Saw-dust; filings.
ବିଶେଷଣ -
[ସମ୍ପାଦନା]- ୧. ଚୂର୍ଣ୍ଣୀକୃତ —୧. Powdered; pulverised.
ମୋଡ଼ାରେ ଚୂନା ହୋଇ ଯାଇ ପାରେ ମେରୁ କୃଷ୍ଣସିଂହ. ମହାଭାରତ. ବନ
- ୨. ଅତି କ୍ଷୁଦ୍ର — ୨. Very samll; minute.
(ଯଥା—ଚୂନା ମାଛ)