ଚୂର

ଉଇକିଅଭିଧାନ‌ରୁ

ଚୂର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚୁର ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

ଚୋରିକରୁଥିବା — Stealing. (Apte)

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ)

ଚୂନା —Powder.

(ଯଥା—ଖଇରିଚୁର)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ('ଓ' ସ୍ଥାନରେ 'ଉ' ଉଚ୍ଚାରଣ)[ସମ୍ପାଦନା]

ଚୋର —Thief.



ଚୂର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ)[ସମ୍ପାଦନା]

ଚୁର୍ଣ୍ଣ — Powder.