ଚୂର
ଦେଖଣା
ଚୂର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଚୁର ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଚୋରିକରୁଥିବା — Stealing. (Apte)
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ)
ଚୂନା —Powder.
(ଯଥା—ଖଇରିଚୁର)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ('ଓ' ସ୍ଥାନରେ 'ଉ' ଉଚ୍ଚାରଣ)
[ସମ୍ପାଦନା]ଚୋର —Thief.
ଚୂର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୂର୍ଣ୍ଣ)
[ସମ୍ପାଦନା]ଚୁର୍ଣ୍ଣ — Powder.