ଚୂଲୀଆ

ଉଇକିଅଭିଧାନ‌ରୁ

ଚୂଲୀଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରୁଷେୟା; ପାତକ —୧. Cook.
୨. ଚାଳଘରର ମଝିଶ୍ରେଣୀ ଉପରେ ପଡ଼ିଥିବା ରୁଅମାନ ଯେଉଁ ବାଉଁଶରେ ଭିଡ଼ା ହୋଇ ବନ୍ଧା ହୋଇଥାଏ — ୨. A bamboo to which the rafters are fastened over the central wall-plate of a thatched house.

ସସ୍ରେ ଶ୍ରେଣୀ ଲାଗି ମୁଦ ମାରୁଛି ଚୁଲୀଆ ପ୍ରାଚୀ. ବ୍ରହ୍ମନିରୁପଣଗୀତା

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ସମୁଦ୍ର ପାଣିକୁ ନିଆଁରେ ଗରମ କରି ତହିଁରୁ ଲୁଣ ତିଆରି କରିବା ପାଇଁ ନିଯୁକ୍ତ ବ୍ୟକ୍ତିମାନଙ୍କର ସରଦାର —The chief of the employees engaged in the preparation of salt by heating the sea-water.