Jump to content

ଚୂଲୀପୂଜା

ଉଇକିଅଭିଧାନ‌ରୁ

ଚୂଲୀପୂଜା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -

[ସମ୍ପାଦନା]

ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଉପରଓଳି ଚୂଲୀକୁ କରାଯିବା ପୂଜା — The ceremony of worshipping the family- hearth on the eleventh day of the light fortnight of the month of Bhādraba.

[ଦ୍ରଷ୍ଟବ୍ୟ —ସେଓଳି ଚୂଲୀରେ ଅନ୍ନବ୍ୟଞ୍ଜନାଦି ରନ୍ଧା ହୁଏ ନାହିଁ ]