ଚୂଳି

ଉଇକିଅଭିଧାନ‌ରୁ

ଚୂଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

୧. (ସଂସ୍କୃତ - ଚୂଳ)—କଠଉର ଆଗ ପାଖରେ ଛିଦ୍ର ହୋଇ ତହିଁରେ ଠିଆ ବାଗରେ ମରିଥିବା ଛତ୍ରାଗ୍ର କାଷ୍ଠଖଣ୍ଡ (ଏହାକୁ ବୁଢ଼ାଆଙ୍ଗୁଠି ଓ ବିଶିଆଙ୍ଗୁଠିର ସନ୍ଧିରେ ରଖି ଲୋକେ କଠଉ ମାଡ଼ନ୍ତି —A button-topped peg driven into the upper front of wooden sandals (which is thrust into the interstics of the toe and second finger of the leg while walking.
୨. ପାହାଡ଼ର ଗୋଜିଆ ଶିଖର — ୨. Conical peak of a hill.