ଚେଁ

ଉଇକିଅଭିଧାନ‌ରୁ

ଚେଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଚକୁଳିପିଠା ବା ଭଜା ଭାଜିବାର ଶବ୍ଦ —୧. Sound produced when a pastry- cake is fried.

ସାତ ଚକୁଳିକୁ ଚଭଦ ଚେ, ଶାଶୁ ବୋଇଲେ ଜୋଇଁ ସର୍ବଜ୍ଞେ ଢଗ

[ଦ୍ରଷ୍ଟବ୍ୟ —ଚକୁଳି ପିଠା କରିବା ପାଇଁ ଚୂଲୀ ଉପରେ ବସିଥିବା ଉତ୍ତପ୍ତ କରେଇ ବା ତେଲଉଣିରେ ପିଠୋଉ ଢଳା ହେଲାବେଳେ ଓ ଚକୁଳି ଲେଉଟା ହେଲାବେଳେ ଓ ତେଲ, ଘିଅ ଆଦିଦ୍ୱାରା ଭଜାଭଜି ହେଲାବେଳେ ଓ କାକରାଆଦି ପିଠା ଘିଅରେ ଛଣା ହେଲାବେଳେ ଚେଁ ଶବ୍ଦ ଶୁଣାଯାଏ]

୨. ଦେହରେ ତାତିଲା ଲୁହା ମାଡ଼ିବାର ଶବ୍ଦ — ୨. Sound produced while marking the body with red-hot iron.
୩. ଚେମଣୀ ଆଦି ଚଢ଼େଇ ଓ ଚୁଚୁନ୍ଦ୍ରା ଆଦିଙ୍କ ଧ୍ୱନି — ୩. Chirping or squeaking sound of house- bats and moles.