Jump to content

ଚେଆର୍ମାନ୍

ଉଇକିଅଭିଧାନ‌ରୁ

ଚେଆର୍ମାନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଚେଆର୍ମେନ୍; ଚେର୍ମେନ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ ଚେଆର୍ମାନ; ଏଥିର ମୈଳିକ ଅର୍ଥ ଯେ ଚଉକିରେ ବସେ)

[ସମ୍ପାଦନା]

ସଭାପତି; କୌଣସି ସଭା ବା ସମାଜର ଅଧକ୍ଷ ବା ନେତା —Chairman; president.