ଚେକିଆଇବା

ଉଇକିଅଭିଧାନ‌ରୁ

ଚେକିଆଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚେକାଇବା, ଚେକେଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ସଂସ୍କୃତ - ଚକ୍ର)[ସମ୍ପାଦନା]

୧. ଚେକା ବା ଗୋଲ କରି କାଟିବା; ମଣ୍ଡଳାକାର କରି କାଟିବା — ୧. To cut into circle or circular slices; to make a circular cut.
୨. ଗଛର ଗଣ୍ଡିକୁ ମୂଳରୁ ପୋଛିକରି କାଟିଦେବା — ୨. To cut off a tree from the base.