ଚେକ୍

ଉଇକିଅଭିଧାନ‌ରୁ

ଚେକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)[ସମ୍ପାଦନା]

୧. ହିସାବପତ୍ର ବା ଟିକଟ ଆଦିର ମୁକାବିଲା —୧. Checking of accounts or tickets.
୨. ଖଜଣାଖାନାରୁ ବା ବ୍ୟାଙ୍କରୁ କୌଣସି ବ୍ୟକ୍ତିଙ୍କୁ ଟଙ୍କା ଦିଆ ଯିବା ପାଇଁ ତାଙ୍କୁ ଯେଉଁ ବରାଦି ଚିଠି ବା ରୋକା ଦିଆଯାଏ — ୨. A cheque for payment of money to the holder by a treasury or bank.

[ଦ୍ରଷ୍ଟବ୍ୟ —ସାଧାରଣତଃ ଯାହାଙ୍କର କୌଣସି ବାଙ୍କ ବା ଟ୍ରେଜରୀରେ ଟଙ୍କା ଜମା ଥାଏ, ଉକ୍ତ ବାଙ୍କ ବା ଟ୍ରେଜରୀ ବହୁସଂଖ୍ୟକ ସାଧା ଚେକ— ସମ୍ୱଳିତ ଖଣ୍ଡିଏ ଲେଖାଏଁ ଚେକବହି ତାଙ୍କୁ ଦେଇଥାନ୍ତି ସେ ବହିରେ ଚେକ ଓ ମୁଣ୍ଡା ଥାଏ ଉକ୍ତ ବ୍ୟକ୍ତିଙ୍କର କାହାରିକୁ ଟଙ୍କା ଦେବାର ଦରକାର ହେଲେ ସେ ଖଣ୍ଡିଏ ଚେକରେ ଟଙ୍କାନେବା ବ୍ୟକ୍ତିଙ୍କ ନାମ ଓ ଟଙ୍କାର ପରିମାଣ ଲେଖି, ଦସ୍ତଖତ କରି ମୁଣ୍ଡାରେ ତହିଁର ନିଦର୍ଶନ ଟିପି ରଖି ଚେକ ଖଣ୍ଡି ଚେକ—ବହିରୁ କାଟି ତାଙ୍କୁ ଦିଅନ୍ତି ଓ ମୁଣ୍ଡାଚେକ ଖଣ୍ଡି ଆପଣା ପାଖରେ ରଖନ୍ତି]

୩. ଚଉକୋଣିଆ ଘରା ଅଙ୍କିତ ବା ବୁଣା ହୋଇଥିବା ଲୁଗା — ୩. A chequered cloth; check.
୪. ଚେକ ପାଉତି (ଦେଖ) - ୪. Chek pāuti (See)