ଚେକ୍ ବହି
ଚେକ୍ ବହି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚେକ୍+ଫାରାସୀ - ବହି)[ସମ୍ପାଦନା]
ଯେଉଁ ବହିରେ ଗୁଡ଼ିଏ ସାଧା ବରାଦି—ପତ୍ର ଥାଏ — Cheque-book; a book containing blank cheques.
[ଦ୍ରଷ୍ଟବ୍ୟ —ଧନସ୍ୱାମୀ ଉକ୍ତ ବହିରୁ ଖଣ୍ଡିଏ ଖଣ୍ଡିଏ ଚେକ୍ ପୂରଣ ଓ ଦସ୍ତଖତ କରି କୌଣସି ବ୍ୟକ୍ତି ନାମରେ ବରାଦ ଲେଖି ତାଙ୍କୁ ଉକ୍ତ ଚେକ ଦେଲେ ସେ ବାଙ୍କରୁ କିମ୍ୱା ଖଜଣାଖାନାରୁ ଉକ୍ତ ଚେକ୍କୁ ଭଙ୍ଗାଇ ଟଙ୍କା ଆଣି ପାରେ]