ଚେଡ଼

ଉଇକିଅଭିଧାନ‌ରୁ

ଚେଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚେଡ଼ୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଚିଟ୍ ଧାତୁ+କର୍ମ. ଅ)[ସମ୍ପାଦନା]

ଦାସ; ଭୃତ୍ୟ — Servant.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -[ସମ୍ପାଦନା]

ପଣସକଠା; ଅପୁଷ୍ଟ ପଣସଫଳ; ପଣସ— ଫଳର କସି —Small and young jack-fruit.