ଚେନ୍

ଉଇକିଅଭିଧାନ‌ରୁ

ଚେନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ଚେନ୍)[ସମ୍ପାଦନା]

୧. ଜଞ୍ଜିର; ଶିକୁଳି — ୧. Chain.
୨. କୁର୍ତ୍ତାରେ ପକେଟ—ଘଡ଼ି ଝୁଲାଇବା ଶିକୁଳି — ୨. Watch-chain.

ନବ୍ୟ ଘଡ଼ି ଚେନ୍ ପ୍ରାଚୀନ କୁଣ୍ଡଳ—ରାଧାନାଥ. ଦରବାର

୩. ଭୂମି ମାପିବା ଶିକୁଳି; ଜରିବ — ୩. Gunter's chain; a chain to measure land.

[ଦ୍ରଷ୍ଟବ୍ୟ —୧ ଚେନ୍=୧ଲିଙ୍କ=୬୬: ଫୁଟ ଦୀର୍ଘରେ ୧ ଚେନ୍ ଓ ପ୍ରତିରେ ୧ ଚେନ୍ ହେଲେ ଜମିର ବର୍ଗଫଳ ଏକ ଏକର ବା ୨୪: ଦସ୍ତୀରେ ୧ ମାଣ ହୁଏ ଦୀର୍ଘ ୧ ଚେନ ପ୍ରତି ୧ ଚେନ୍=୧ ଡେସିମଲ୍ ବା ୨/?/ ଗୁଣ୍ଠ ପ୍ରତି ଚେନରେ ୧ଟି କାଠି (ଲିଙ୍କ୍) ମୁଦିଆଦ୍ୱାରା ପରସ୍ପର ସହିତ ଯୁକ୍ତ ହୋଇଥାଏ]