ଚେନ୍ ଲାଇନ୍

ଉଇକିଅଭିଧାନ‌ରୁ

ଚେନ୍ ଲାଇନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଚେନ୍ ଲାଇନ୍)[ସମ୍ପାଦନା]

୧. ମାପ କରିବା ପାଇଁ ଭୂମିରେ ଯେଉଁ ବାଟେ ଚେନ୍ ଓଟରାଯାଏ — ୧. Chain-line; a line on the field during chain-measurement.
୨. ମାପ କରିବାବେଳେ ଯେଉଁ ବାଟେ ଚେନ୍ ଓଟରାଯାଇ ଥାଏ, ନକସାରେ ତହିଁର ଚିହ୍ନଟ —୨. A chain-line shown on the map.