ଚେମ୍ୱର୍ସ ଡିକ୍ସନାରୀ
ଇଂରାଜି ପଢୁଥିବା ଭାରତୀୟ ବାଳକବାଳିକାମାନଙ୍କ ବ୍ୟବହୃତ ଚେମ୍ୱର୍ସ ନାମକ ସାହେବଙ୍କ ସଙ୍କଳିତ ଇଂରାଜି ଭାଷାକୋଷ — A dictionary of the English language compiled by Mr. Chambers.