ଚୈତ୍ର

ଉଇକିଅଭିଧାନ‌ରୁ

ଚୈତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୈତ୍ରୀ=ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା+ଯୁକ୍ତାର୍ଥେ. ଅ; ଯେଉଁ ମାସରେ ଚିତ୍ରାନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ହୁଏ[ସମ୍ପାଦନା]

୧. ଫାଲ୍ଗୁନର ପରବର୍ତ୍ତୀ ଓ ବୈଶାଖର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ; ବସନ୍ତର ଦ୍ୱିତୀୟ ମାସ —୧. The lunar month succeeding phālguna (i.e. April or May).

[ଦ୍ରଷ୍ଟବ୍ୟ —ସଂବତ୍ ବର୍ଷ ଗଣନାରେ ଏହା ବର୍ଷର ପ୍ରଥମ ମାସ]

୨. ପୌରାଣିକ ଭାରତର ରାଜବଂଶବିଶେଷ — ୨. Name of a mythological royal family of India.
୩. ପୌରାଣିକ ୭ଟି ବର୍ଷପର୍ବତ ମଧ୍ୟରୁ ଏକ (ହିନ୍ଦୀ - ଶବ୍ଦସାଗର) — ୩. One of the ୭ mythological Barsha-mountains.
୪. ବୌଦ୍ଧ ଭିକ୍ଷୁକ (ହିନ୍ଦୀ - ଶବ୍ଦସାଗର) — ୪. A Buddist mendicant.
୫. ଯଜ୍ଞଭୂମି (ହିନ୍ଦୀ - ଶବ୍ଦସାଗର) —୫. A place where vedic sacrifice is performed.
୬. ଦେବାଳୟ; ମନ୍ଦିର (ହିନ୍ଦୀ - ଶବ୍ଦସାଗର) — ୬. A temple.
୭. ଚୈତ୍ୟ (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୭. Ch&aline;i̱tya (See)
୮. ବୁଧଙ୍କ ଔରସରେ ଚିତ୍ରା (ନକ୍ଷତ୍ର) ଗର୍ଭରୁ ଉତ୍ପନ୍ନ ପୌରାଣିକ ସପ୍ତଦ୍ୱୀପର ଅଧୀଶ୍ୱର ରାଜବିଶେଷ ଓ ଚୈତ୍ର ନାମକ ରାଜବଂଶର ପ୍ରବର୍ତ୍ତକ —୮. Name of a king of the seven mythological islands, said to have been born of the ୧୪th lunar mansion as mother and the planet Mercury as father.

[ଦ୍ରଷ୍ଟବ୍ୟ —ଏହାଙ୍କ ବଂଶ ଚୈତ୍ର ବଂଶ ନାମରେ ବିଖ୍ୟାତ ଥିଲା ଏବଂ ଏହି ବଂଶରେ ଚଣ୍ଡୀପୁରାଣୋକ୍ତ ସୁରଥ ରାଜା ଜନ୍ମିଥିଲେ]