ଚୈତ୍ରରଥ
ଦେଖଣା
ଚୈତ୍ରରଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଚିତ୍ରରଥ=ଗନ୍ଧର୍ବବିଶେଷ+ରକ୍ଷକାର୍ଥେ. ଅ)
[ସମ୍ପାଦନା]- ୧. (ଯେଉଁ ଉଦ୍ୟାନର ଚିତ୍ରରଥ ଗନ୍ଧର୍ବ ଜଗୁଆଳି) କୁବେରଙ୍କ ଉଦ୍ୟାନ —୧. The pleasure- garden of the Hindu God of Riches.
- ୨. ମୁନିବିଶେଷ —୨. Name of a sage.
- ୩. ଚିତ୍ରରଥ ଗନ୍ଧର୍ବଙ୍କ ବିଷୟରେ ବର୍ଣ୍ଣନାତ୍ମକ ଗ୍ରନ୍ଥ — ୩. Name of a book dealing with the Gandharba Chitraratha.