ଚୋପ୍‌ଦାର୍

ଉଇକିଅଭିଧାନ‌ରୁ

ଚୋପ୍‌ଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚୋବ୍ଦାର୍)[ସମ୍ପାଦନା]

ରାଜା ଓ ବିଶିଷ୍ଟ ବ୍ୟକ୍ତିମାନେ ଶୋଭାଯାତ୍ରା କରିବା ସମୟରେ ତାଙ୍କ ଆଗେ ଆଗେ ଆସା, ସୋଠା ବହନ କରି ଅଗ୍ରସର ହେବା ଭୃତ୍ୟ; ରାଜଦଣ୍ଡ ବାହକ ଅଗ୍ରଗାମୀ ସିପାହୀ; ଆସାବ୍ରଦାର୍ — Chobedār; persons carrying maces before kings on ceremonial occasions.