ଚୋର

ଉଇକିଅଭିଧାନ‌ରୁ

ଚୋର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଚୋରଣୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଚୁର୍ ଧାତୁ=ଚୋରିକରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ତସ୍କର —୧. A thief; a robber.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ଆପଣାର ଅନ୍ୟାଯ୍ୟ ଲାଭ ଆଶାରେ ଦ୍ରବ୍ୟସ୍ୱାମୀର ବିନା ଅନୁମତିରେ କୌଣସି ଦ୍ରବ୍ୟକୁ ସ୍ଥାନାନ୍ତରିତ କରେ ସେ ଚୋର ବହୁ ଲୋକ ମିଳି ବାଧା ଦେବା ବ୍ୟକ୍ତିକୁ ଆଘାତ ବା ବଳପ୍ରୟୋଗ କରି ଚୋରିକଲେ ସେମାନଙ୍କୁ ଡ଼କାଇତ ବୋଲାଯାଏ]

୨. ଯେ ଅନ୍ୟ ଗ୍ରନ୍ଥରୁ ଚୋରିକରି ଆପଣା ନାମରେ ପ୍ରକାଶ କରେ; ଗ୍ରନ୍ଥଚୋର —୨. A plagiarist (M.W.)
୩. ଚିତ୍ତଚୋର; ଯେ ମନକୁ ମୋହିତ ବା ବଶୀଭୂତ କରେ — ୩. A person who captivates a person's heart (Apte).
୪. ଗନ୍ଧଦ୍ରବ୍ୟବିଶେଷ; ଗଣ୍ଠିଅନା — ୪. A kind of scented drug.


ଅନୁବାଦ[ସମ୍ପାଦନା]

୫. କୃଷ୍ଣଶାଟୀଲତା —୫. A kind of creeper (M.W.)
୬. ଅନ୍ୟାଯ୍ୟଲାଭକାରୀ ବା ପ୍ରତାରକ ବ୍ୟବସାୟୀ — ୬. Any dishonest dealer (M.W.)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ରକ୍କା; ଦେହରେ ଅଟକିଯିବା ବାୟୁ — Wind appearing now and then at different places inside the body and giving pain.

ଅନୁବାଦ[ସମ୍ପାଦନା]

୨. ପିଲାଙ୍କ ବୁଢୀଆଣୀ ବା ଲୁଚୁକାଳି ଖେଳରେ ଯେଉଁ ପିଲା ଚୋର ହାତରେ ଧରାପଡ଼େ — ୨. A boy who is caught by the seeker in the children's game of hide and seek.

ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)[ସମ୍ପାଦନା]

୧. ଚୋରିକରିବା ବ୍ୟକ୍ତି ପରି ଲଜ୍ଜିତ — ୧. Ashamed like a thief.

(ଯଥା—ମୋର ଅମୁକ ଅନ୍ୟାୟ କାର୍ଯ୍ୟ କରିଥିବା କଥା ପାଞ୍ଚଜଣଙ୍କ ଆଗରେ ପଡ଼ିଯିବାରୁ ମୁଁ ଚୋର ହୋଇଗଲି)

୨. ଲଜ୍ଜାଶୀଳ; ଲାଜକୁଳା —୨. Bashful; coy.
୩. ଲଜ୍ଜାରେ ମ୍ରିୟମାଣ —୩. Ashamed.
୪. ପଶ୍ଚାତ୍ପଦ —୪. Shrinking to do a work.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଚୋଳଗଙ୍ଗ (ଦେଖ) - Choḻagaṅga (See)

ଇଙ୍ଗିତେ ଚତୁର ଚୋର ସେନାପତି, ହେଲେ କଳି ନୋହେ ତାଙ୍କ ମତିଗତି ରାଧାନାଥ. ନନ୍ଦକେଶ୍ୱରୀ