ଚୋରି

ଉଇକିଅଭିଧାନ‌ରୁ

ଚୋରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚୁର ଧାତୁ)[ସମ୍ପାଦନା]

୧. ଅପହରଣ — ୧. Theft.

[ଦ୍ରଷ୍ଟବ୍ୟ —ଦ୍ରବ୍ୟ—ସ୍ୱାମୀର ବିନା ଅନୁମତିରେ ଅନ୍ୟାନ୍ୟ ଲାଭ ଆଶାରେ ତାଙ୍କ ଧନ ହରଣକୁ ଚୋରି ବୋଲା ଯାଏ]

୨. ଚୌର୍ଯ୍ୟ ବୃତ୍ତି; ତସ୍କରତା — ୨. Habit or act of stealing.
୩. ଗୁପ୍ତକର୍ମ —୩. Secret act.

ଅଷ୍ଟଦୁର୍ଗ ହରି ଦ୍ୱୟ ବୋଲେ ଚୋରି ଧରା ପଡ଼ି ଗଲା ପରି କବିସୂର୍ଯ୍ୟ. ସଙ୍ଗୀତ

୪. ଚୋରାଧାନ; ଚୋରା ମାଲ —୪. Stolen article.

ବିବେକ ଏହି ଚୋରି ପ୍ରମାଣ, ବନେ ପଶେ ଘେନି ଜଟା ଧାରଣ ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବିଶେଷଣ - (ଅନ୍ୟ ଶବ୍ଦ ପୂର୍ବେ ବ୍ୟବହୃତ, ଯଥା—ଚୋରି କବାଟ; ଚୋରି ମାଲ ଇତ୍ୟାଦି)[ସମ୍ପାଦନା]

୧. ଅପହୃତ — ୧. Stolen.
୨. ଗୁପ୍ତ —୨. Secret; hidden.