ଚୌ

ଉଇକିଅଭିଧାନ‌ରୁ

ଚୌ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ. (ସଂସ୍କୃତ - ଚତୁଃ; ଶବ୍ଦର ଆଦ୍ୟରେ ବ୍ୟବହୃତ)[ସମ୍ପାଦନା]

ଚଉ (ଦେଖ) - Chau (See)

[ଦ୍ରଷ୍ଟବ୍ୟ —ଆଦ୍ୟରେ 'ଚଉ' ଥିବା ଯେତେଗୁଡ଼ିଏ ଦେଶଜ ଶବ୍ଦ 'ଚଉ'ତଳେ ଦିଆଯାଇଛି,'ତହିଁରେ 'ଚଉ' ସ୍ଥଳରେ'ଚୌ' ମଧ୍ୟ କଥାରେ ଓ ଲେଖାରେ ବ୍ୟବହୃତ ହୁଏ, ଯଥା—ଚଉକଠ, ଚଉକ, ଚଉକିଦାର, ଚଉରସ୍, ଚଉକସ, ଚଉଖୁଣ୍ଟିଆ, ଚଉଡ଼, ଚଇଡ଼ା, ଚଉତିବା, ଚଉଥ, ଚଉଦ ଇତ୍ୟାଦି ଯଥାକ୍ରମେ ଚୌକଠ, ଚୌକ, ଚୌକିଦାର, ଚୌରସ୍, ଚୋକସ୍, ଚୌକସ୍, ଚୋଖୂଣ୍ଟିଆ, ଚୌଠ, ଚୌଡ଼ା, ଚୌତିକା, ଚୌଥ, ଚୌଦ ଇତ୍ୟାଦି ରୂପେ ବ୍ୟବହୃତ ହୁଏ ଅତଏବ 'ଚୌ' ଆଦ୍ୟରେ ଥିବା ଦେଶଜ ଶବ୍ଦମାନଙ୍କ ନିମନ୍ତେ 'ଚଉ' ଦେଖ]