ଚ୍ୟୁତ
ଦେଖଣା
ଚ୍ୟୁତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଚ୍ୟୁ ଧାତୁ +କର୍ତ୍ତୁ. ତ)
[ସମ୍ପାଦନା]- ୧. ସ୍ଥାନଭ୍ରଷ୍ଟ —୧. Excommunicated, displaced.
- ୨. ଉଚ୍ଚ ସ୍ଥାନରୁ ପତିତ —୨. Fallen down.
ସେ ରାକ୍ଷସହସ୍ତୁଁ ମାତାଙ୍କ ମୋକ୍ଷ ପାଇଁ ଗର୍ଭରୁ ଚ୍ୟତ ହେଲେ ଅତି କ୍ରୋଧ ବହି କୃଷ୍ଣସିଂହ, ମହାଭାରତ ଆଦି
- ୩. କ୍ଷରିତ; ବିନ୍ଦୁ ବିନ୍ଦୁ ହେଇ ପତିତ; ଝରିଥିବା — ୩. Oozed; percolated.
- ୪. ନଷ୍ଟ; ବିଚ୍ୟୁତ —୪. Spoiled; shorn
(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ଯଥା—ରାଜଚ୍ୟୁତ, କର୍ମ ଚ୍ୟୁତ)
- ୫. ବହିସ୍କୃତ; ବିତାଡ଼ିତ — ୫. Degraded; driven out.
- ୬. ଚଞ୍ଚଳ; ଚପଳ —୬. Unsteady.
- ୭. ସ୍ୱସ୍ଥାନଭ୍ରଷ୍ଟ — ୭. Displaced from ones proper place.
- ୮. (ସମାସରେ) ପରାଙ୍ମୁଖ — ୮. Backward shrinking from.
- ୯. ବକଯନ୍ତ୍ରଦ୍ୱାରା ବାଷ୍ପ ଜଳରେ ପରିଣିତ ହେଇ ନିଗିଡ଼ି ଥିବା —୯. Destilled.
ଚ୍ୟୁତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଆମ୍ୱ (ଗଛ ଓ ଫଳ) (ହିନ୍ଦୀ - ଶବ୍ଦସାଗର)— Mango (tree and fruit).