ଚ୍ୟୁତ

ଉଇକିଅଭିଧାନ‌ରୁ

ଚ୍ୟୁତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚ୍ୟୁ ଧାତୁ +କର୍ତ୍ତୁ. ତ)[ସମ୍ପାଦନା]

୧. ସ୍ଥାନଭ୍ରଷ୍ଟ —୧. Excommunicated, displaced.
୨. ଉଚ୍ଚ ସ୍ଥାନରୁ ପତିତ —୨. Fallen down.

ସେ ରାକ୍ଷସହସ୍ତୁଁ ମାତାଙ୍କ ମୋକ୍ଷ ପାଇଁ ଗର୍ଭରୁ ଚ୍ୟତ ହେଲେ ଅତି କ୍ରୋଧ ବହି କୃଷ୍ଣସିଂହ, ମହାଭାରତ ଆଦି

୩. କ୍ଷରିତ; ବିନ୍ଦୁ ବିନ୍ଦୁ ହେଇ ପତିତ; ଝରିଥିବା — ୩. Oozed; percolated.
୪. ନଷ୍ଟ; ବିଚ୍ୟୁତ —୪. Spoiled; shorn

(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ଯଥା—ରାଜଚ୍ୟୁତ, କର୍ମ ଚ୍ୟୁତ)

୫. ବହିସ୍କୃତ; ବିତାଡ଼ିତ — ୫. Degraded; driven out.
୬. ଚଞ୍ଚଳ; ଚପଳ —୬. Unsteady.
୭. ସ୍ୱସ୍ଥାନଭ୍ରଷ୍ଟ — ୭. Displaced from ones proper place.
୮. (ସମାସରେ) ପରାଙ୍ମୁଖ — ୮. Backward shrinking from.


୯. ବକଯନ୍ତ୍ରଦ୍ୱାରା ବାଷ୍ପ ଜଳରେ ପରିଣିତ ହେଇ ନିଗିଡ଼ି ଥିବା —୯. Destilled.



ଚ୍ୟୁତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଆମ୍ୱ (ଗଛ ଓ ଫଳ) (ହିନ୍ଦୀ - ଶବ୍ଦସାଗର)— Mango (tree and fruit).