ଚୟନ୍

ଉଇକିଅଭିଧାନ‌ରୁ

ଚୟନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ଓ ବିଶେଷଣ - (ଫାରାସୀ - ଚୈନ୍ ଓ ଇଂରାଜୀ - ଚେନ୍)[ସମ୍ପାଦନା]

ଚଇନ୍ (ଦେଖ) - —Chain (See)

ଦେଶଜ - ବିଶେଷ୍ୟ - (ତୁଳ. ହିନ୍ଦୀ - ଚଏନ୍)[ସମ୍ପାଦନା]

୧. ମନର ସ୍ଥିରତା — ୧. Mutual tranquility.
୨. ସ୍ଥିରତା; ବିଶ୍ରାମ —୨. Rest; repose.
୩. ଫୁରସେତ୍ —୩. Liesure.