ଚ ବର୍ଗ

ଉଇକିଅଭିଧାନ‌ରୁ

ଚ ବର୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଚ+ବର୍ଗ)[ସମ୍ପାଦନା]

ଚ, ଛ, ଜ, ଝ, ଞ୍ଚ ଏହି ୫ ବ୍ୟଞ୍ଜନ ବର୍ଣ୍ଣ —The ୫ consonants allied' to 'ch'.