ଛ
ଦେଖଣା
ଛ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ -
[ସମ୍ପାଦନା]ବ୍ୟଞ୍ଜନବର୍ଣ୍ଣନର ସପ୍ତମ ଓ ଚ ବର୍ଗର ଦ୍ୱିତୀୟ ବର୍ଣ୍ଣ (ଏହାର ଉଚ୍ଚାରଣସ୍ଥାନ ତାଳୁ) —The seventh consonant of Sanskrit and its daughter languages including Oṟḍ̠iā, corresponding to the pronunciation of 'chh' (as pirate of ch)
[ଦ୍ରଷ୍ଟବ୍ୟ —ଏହାର କରଣୀ ଆକାର/?/; ଛ=/?/]
ସଂସ୍କୃତ - ବିଶେଷ୍ୟ - (ଛୋ ଧାତୁ=ଛେଦନ କରିବା +ଭାବ. ଅ)
[ସମ୍ପାଦନା]- ୧. ଛେଦ; ଛେଦନ —୧. Cutting.
- ୨. ଖଣ୍ଡ଼ି —୨. A piece.
- ୩. ଭାଗ —୩. A part.
- ୪. (ଛଦ ଧାତୁ=ଆଛାଦନ କରିବା +କର୍ତ୍ତୃ. ଅ) ଗୃହ — ୪. House.
- ୫. ମାହାତ୍ମ୍ୟ —୫. Glory
- ୬. ଆଚ୍ଛାଦନ (ହିନ୍ଦୀ - ଶବ୍ଦସାଗର) —୬. Covering.
ସଂସ୍କୃତ - ବିଶେଷଣ - (ଛୋ ଧାତୁ=ଛେଦନ କରିବା +କର୍ତ୍ତୃ. ଅ)
[ସମ୍ପାଦନା]- ୧. ତରଳ —୧. liquid
- ୨. ନିର୍ମଳ —୨. clear.
- ୩. ଛେଦକ —୩. Cutting
- ୪. କମ୍ପିତ —୪. Trembling.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍; ପ୍ରା. ଛ,ପାଞ୍ଚରୁ ଏକ ଅଧିକ ସଂଖ୍ୟା)
[ସମ୍ପାଦନା]- ୧. ଛଅ ସଂଖ୍ୟା —୧. The number six.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଛଅ ସଂଖ୍ୟକ —୧. Numbering six.
- ୨. ଷଟ୍ସ୍ଥାନୀୟ; ଛଅର ପୂରଣ —୨. Sixth.
ଛ, ନ, ତେର, କେଭେ ନଯିବ ଘର—ଡାକବଚନ