ଛଅକୋଡ଼ି
ଦେଖଣା
ଛଅକୋଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଅକୋଡ଼ି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧୨. ସଂଖ୍ୟା;୬x୨ — The number ୧୨୦, ୬x୨୦.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧୨. ସଂଖ୍ୟକ —Numbering ୧୨୦
[ଦ୍ରଷ୍ଟବ୍ୟ —ଅଶିକ୍ଷିତ ମାନେ ଗଣତି କଲାବେଳେ କୋଡ଼ି, ପୁଞ୍ଜା, ଜୋଡା,ଡଜନ ଆଦି ପର୍ଯ୍ୟନ୍ତ ବସ୍ତୁ ଗଣି ତହିଁରୁ ବେଶୀ ସଂଖ୍ୟାକୁ ଉକ୍ତ ଶବ୍ଦମାନଙ୍କ ଗୁଣିତକଦ୍ୱାରା ପ୍ରକାଶ କରନ୍ତି ବାଣିଜ୍ୟରେ ମଧ୍ୟ ଏହିପରି ହୁଏ]