ଛଇଳା
ଛଇଳା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଛଇଲା, ଛଇଲୀସ୍ତ୍ରୀ
ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ଛବି)[ସମ୍ପାଦନା]
- ୧. ବିଳାସଭଙ୍ଗୀଯୁକ୍ତ; ଯେ ଛଟକ ଦେଖାଏ —୧. Foppish; frolicsome.
- ୨. ରସିକ; ନାଗର —୨. Gallant; coquettish.
ଛଇଳା ! ମୋରେ ଛାଉଲି ଛାଡ଼—କବିସୂର୍ଯ୍ୟ. ରତ୍ନାକରଚମ୍ପୂ ଛ ଗୀତ
- ୩. (ସଂସ୍କୃତ - ଛଳ) ଚତୁର —୩. Clever.
- ୪. ସୁନ୍ଦର —୪. Charming; handsome; attractive.
- ୫. ସୁନ୍ଦର ସାଜସଜ୍ଜାପ୍ରିୟ — ୫. Fond of finery; foppish.
ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]
ରସିକ; ନାଗରୀ —A flirt; a coquette.
ଠଉରିବା ନାହିଁ ବୋଲି ଠଉରି ବିରାଗ ପାଇଣ ମଦନ ପଳାଏ ରତେ ଛଇଳୀ କବିସୂର୍ଯ୍ୟ ତମ୍ପା ଗୀତ