ଛଉ

ଉଇକିଅଭିଧାନ‌ରୁ

ଛଉ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ୱିତ୍ର)[ସମ୍ପାଦନା]

୧. ଦେହର ରୋଗ ବିଶେଷ;ଦେହର ସ୍ଥାନେ ସ୍ଥାନେ ଯେଉଁ ଧଳା ଧଳା (ଓ ସମୟେ ସମୟେ କଳା ଓ ନାଲି) ଦାଗ ଚମ ଉପରେ ମାଡ଼ିଯାଏ; ଶ୍ୱିତ୍ରରୋଗ; ଧବଳ ବା ଶ୍ୱେତକୁଷ୍ଠ ରୋଗ —୧. A disease in which the skin becomes discoloured in patches of white or black; leucosis; albinism;

[ଦ୍ରଷ୍ଟବ୍ୟ —ଛଉ ତିନିପ୍ରକାର ଯଥା—୧ କୁଷ୍ଠ ରୋଗର ପୂର୍ବ ଲକ୍ଷଣ—ଦେହରେ କଳା, ନାଲି ଓ ଧଳା ମନ୍ଦା ମନ୍ଦା ଦାଗ ୨ ଧବଳ କୁଷ୍ଠ—ଦେହତମାମ୍ ନାଲମିଶା ଧଳା ଦାଗ;୩ ବୟସଛଉ ଯୁବକ ଯୁବତୀଙ୍କର ଚର୍ମରେ ସ୍ଥାନେ ସ୍ଥାନେ ମାଡ଼ିଯିବା ମନ୍ଦାମନ୍ଦା ଦାଗ]

୨. କଳା ବା ନାଲି ବର୍ଣ୍ଣ ବିଶିଷ୍ଟ ପଶୁ ଆଦିଙ୍କ ଶରୀରରେ ସ୍ଥାନେ— ସ୍ଥାନେ ଧଳା ରୋମର ମନ୍ଦା —୨. Patches of white hair on the body of animals of red or black colour.
୩. ଛଉନାଟ; ଗଡ଼ଜାତର ଜଙ୍ଗଲି ଜାତିମାନଙ୍କ ମଧ୍ୟରେ ପ୍ରଚଳିତ ଏକପ୍ରକାର ନାଟ—(ଏଥିରେ ସ୍ତ୍ରୀ ଓ ପୁରୁଷ ମାନେ ଦଳ ବଦ୍ଧ ହୋଇ ବାଦ୍ୟର ତାଳ ସହ ନାଚନ୍ତି — ୩. A kind of dance prevalent among the wild tribes of the Orissa A gency tracts.
୪. (ସଂସ୍କୃତ - ଶଳ୍ମ) ଛେଲି — ୪. Bark.
୫. (ସଂସ୍କୃତ - ଛିବି) ଗର୍ବ — ୫. Arrogance; pride; vainglory.
୬. ଚତୁରତା —୬. Skill; dexterity.
୭. ଶିକାର ଝାମ୍ପିବାପାଇଁ ଜଗି ରହିବା — ୭. Lying in wait; crouching;being prepared to pounce upon a prey.
୮. ଶିକାର ବା ଖାଦ୍ୟ ବସ୍ତୁକୁ ଝାମ୍ପିବା; ଛପଟିଆ — ୮. Pouncing on prey.