ଛଉରିବା
ଦେଖଣା
ଛଉରିବା
ଉଚ୍ଚାରଣ
[ସମ୍ପାଦନା]=== ଦେଶଜ - କ୍ରି.
- ୧. (ସଂସ୍କୃତ - ଛିଦ୍ ଧାତୁ)— ଘୋଡ଼ାଇବା; ଆଛାଦନ କରିବା — ୧. To cover.
ଅନୁବାଦ
[ସମ୍ପାଦନା]ଛଉରିବା
|
- ୨. (ସଂସ୍କୃତ - କ୍ଷର ଧାତୁ) ଲେପିବା —୨. To anoint; to smear;(e.g. a paste over the body)
- ୩. (ସଂସ୍କୃତ - କ୍ଷୌର) ଖିଅର କରିବା; କ୍ଷୌର କରିବା — ୩. To shave the hair.
ଲାଜ ନଥାଏ ଯେଉଁ ମୁହଁକୁ ଭଣ୍ଡାରି ନଥାଏ ଛଉରିବାକୁ—ଢଗ