ଛକ୍କଣୀ

ଉଇକିଅଭିଧାନ‌ରୁ

ଛକ୍କଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛକ+କୈ ଧାତୁ+ଅନ+ଈ)[ସମ୍ପାଦନା]

ସୋମରାଜ୍ୟାଦି ବର୍ଗର ବର୍ଷାୟୁଃ ଶାକବିଶେଷ; ବିଲରେ ଜନ୍ମବା ଏକପ୍ରକାର ଲଟାଳିଆ ଗୁଳ୍ମ; ବଲନାସ — A kind of creeping plant; Artemisa Sternutatoria; Centepeda Orbicularis.

[ ଦ୍ର—ଏହା ଶୀତଦିନେ ବିଲ ଓ ପଡ଼ିଆରେ ମାଡ଼େ ଯେଉଁଠାରେ କିଛି ଦିନ ପାଣି ଜମା ହୋଇ ଶୁଖି ଯାଇଥାଏ ସେହି ସ୍ଥାନରେ ଏହା ଉଠେ ପତ୍ର ଦନ୍ତୁର ଓ ଅଗ ଚଉଡ଼ା ଏହାର ଫୁଲ ହଳଦିଆ ଓ ଭୁଣ୍ଡି ପରି ଓ ଆକାରରେ ଚଣା ପରି; ଏ ଫୁଲକୁ ଦଳି କରି ଶୁଘିଂଲେ ଭାରି ଛିଙ୍କ ହୁଏ

ଏହା କଟୁରସ, ରୁଚିକର, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ ପିତ୍ତଜନକ ଏବଂ ବାତରକ୍ତ, କୁଷ୍ଠ, କୃମି, ବାୟୁ ଓ କଫନାଶକ ଏହା ଅଭାବରେ ବୈଦ୍ୟମାନେ ଓଷଧରେ ମରିଚ ବା ମଏଣ ଫଳ ବ୍ୟବହାର କରନ୍ତି]