Jump to content

ଛଗ

ଉଇକିଅଭିଧାନ‌ରୁ

ଛଗ

ଉଚ୍ଚାରଣ

[ସମ୍ପାଦନା]
(ଛଗୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - (ଛଗ ଧାତୁ+କର୍ମ. ଅ; କିମ୍ୱା ଛୋ ଧାତୁ=ଛେଦନ କରିବା+କର୍ମ. କ; କ ସ୍ଥାନରେ ଗ ଆଦେଶ; ଯାହାକୁ ବଳୀ ବା ଖାଦ୍ୟାର୍ଥ ଛେଦନ କରାଯାଏ)

[ସମ୍ପାଦନା]

ଛାଗଳ; ଛେଳି —Goat.